or_tn/php/03/14.md

2.0 KiB
Raw Permalink Blame History

I press on toward the goal to win the prize of the upward calling of God in Christ Jesus

ଜଣେ ଧାବକ ଯେପରି ପ୍ରତିଯୋଗିତା ଜିଣିବାକୁ ଆଗକୁ ଦୌଡେ, ସେହିପରି ପାଉଲ ଖ୍ରୀଷ୍ଟଙ୍କ ସେବା କରିବାରେ ଓ ତାହାଙ୍କ ଆଜ୍ଞା ପାଳନ କରି ଆଗକୁ ଦୌଡୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ମୁ ଖ୍ରୀଷ୍ଟଙ୍କ ସଦୃଶ ହେବା ନିମନ୍ତେ ଯେକୌଣସି ବିଷୟ କରିପାରେ ଯେପରି ଜଣେ ଧାବକ ଲକ୍ଷସ୍ଥଳ ଅତିକ୍ରମ କରିବା ନିମନ୍ତେ ଦୌଡୁଅଛି, ସେପରି ମୁ ଖ୍ରୀଷ୍ଟଙ୍କ ତୁଲ୍ୟ, ଯେପରି ମୁଁ ତାହାଙ୍କର ହେବି, ଓ ମୋହର ମୃତ୍ୟୁପରେ ଈଶ୍ବର ମୋତେ ଆପଣା ନିକଟକୁ ନେବେ”(ଦେଖ: rc://*/ta/man/translate/figs-metaphor)

the upward calling

ସମ୍ଭାବିତ ଅର୍ଥଗୁଡିକ ଯାହା ଈଶ୍ବରଙ୍କ ସହିତ ଅନନ୍ତକାଳ ବାସ କରିବା ବିଷୟରେ ପାଉଲ କହନ୍ତି ଯେପରି ଈଶ୍ବର ପାଉଲଙ୍କୁ ଅଧିକାର କରିବା ନିମନ୍ତେ ଆହ୍ବାନ କରିଛନ୍ତି ୧) ସ୍ବର୍ଗକୁ ଯେପରି ଯୀଶୁଙ୍କୁ ଆହ୍ବାନ କଲେ କିମ୍ବା ) ପ୍ରତିଯୋଗିତାର ବିଜେତାମାନେ ମଞ୍ଚର ସୋପାନରେ ଚଢି ପୁରସ୍କାର ଗ୍ରହଣ କରିବା ସଦୃଶ, ଏକ ରୂପକ ଭାବରେ, ଈଶ୍ବରଙ୍କୁ ସମ୍ମୁଖରେ ସାକ୍ଷାତ କରି ଅନନ୍ତଜୀବନ ଗ୍ରହଣ କରିବାକୁ ଆହ୍ବାନ କରିବେ I (ଦେଖ: rc://*/ta/man/translate/figs-metaphor)