# I press on toward the goal to win the prize of the upward calling of God in Christ Jesus ଜଣେ ଧାବକ ଯେପରି ପ୍ରତିଯୋଗିତା ଜିଣିବାକୁ ଆଗକୁ ଦୌଡେ, ସେହିପରି ପାଉଲ ଖ୍ରୀଷ୍ଟଙ୍କ ସେବା କରିବାରେ ଓ ତାହାଙ୍କ ଆଜ୍ଞା ପାଳନ କରି ଆଗକୁ ଦୌଡୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ମୁ ଖ୍ରୀଷ୍ଟଙ୍କ ସଦୃଶ ହେବା ନିମନ୍ତେ ଯେକୌଣସି ବିଷୟ କରିପାରେ ଯେପରି ଜଣେ ଧାବକ ଲକ୍ଷସ୍ଥଳ ଅତିକ୍ରମ କରିବା ନିମନ୍ତେ ଦୌଡୁଅଛି, ସେପରି ମୁ ଖ୍ରୀଷ୍ଟଙ୍କ ତୁଲ୍ୟ, ଯେପରି ମୁଁ ତାହାଙ୍କର ହେବି, ଓ ମୋହର ମୃତ୍ୟୁପରେ ଈଶ୍ବର ମୋତେ ଆପଣା ନିକଟକୁ ନେବେ”(ଦେଖ: [[rc://*/ta/man/translate/figs-metaphor]]) # the upward calling ସମ୍ଭାବିତ ଅର୍ଥଗୁଡିକ ଯାହା ଈଶ୍ବରଙ୍କ ସହିତ ଅନନ୍ତକାଳ ବାସ କରିବା ବିଷୟରେ ପାଉଲ କହନ୍ତି ଯେପରି ଈଶ୍ବର ପାଉଲଙ୍କୁ ଅଧିକାର କରିବା ନିମନ୍ତେ ଆହ୍ବାନ କରିଛନ୍ତି ୧) ସ୍ବର୍ଗକୁ ଯେପରି ଯୀଶୁଙ୍କୁ ଆହ୍ବାନ କଲେ କିମ୍ବା ୨) ପ୍ରତିଯୋଗିତାର ବିଜେତାମାନେ ମଞ୍ଚର ସୋପାନରେ ଚଢି ପୁରସ୍କାର ଗ୍ରହଣ କରିବା ସଦୃଶ, ଏକ ରୂପକ ଭାବରେ, ଈଶ୍ବରଙ୍କୁ ସମ୍ମୁଖରେ ସାକ୍ଷାତ କରି ଅନନ୍ତଜୀବନ ଗ୍ରହଣ କରିବାକୁ ଆହ୍ବାନ କରିବେ I (ଦେଖ: [[rc://*/ta/man/translate/figs-metaphor]])