or_tn/php/03/09.md

1.2 KiB

be found in him

“ପାଇ ପାରେ” ବାକ୍ୟାଂଶ ଏକ ରୂଢ଼ି ଅଟେ, ଯାହା “ହେବା ନିମନ୍ତେ” ଚିନ୍ତାଧାରାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସତ୍ୟରେ ଖ୍ରୀଷ୍ଟଙ୍କ ସହିତ ସତ୍ୟତାରେ ସମ୍ମିଳିତ ହୁଅ”(ଦେଖ: rc://*/ta/man/translate/figs-idiom)

not having a righteousness of my own from the law

ପାଉଲ ଜାଣନ୍ତି ଯେ ସେ ବ୍ୟବସ୍ଥା ପାଳନ ଦ୍ବାରା ଧାର୍ମିକ ହୋଇ ପାରିବେ ନାହିଁ I

but that which is through faith in Christ

“ତାହା” ଶବ୍ଦ ଧାର୍ମିକତାକୁ ବୁଝାଏ I ପାଉଲ ଜାଣନ୍ତି ଯେ ସେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧାର୍ମିକ ହୋଇ ପାରିବେ I AT: “କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧାର୍ମିକତା ପ୍ରାପ୍ତ ହୋଇ”