# be found in him “ପାଇ ପାରେ” ବାକ୍ୟାଂଶ ଏକ ରୂଢ଼ି ଅଟେ, ଯାହା “ହେବା ନିମନ୍ତେ” ଚିନ୍ତାଧାରାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସତ୍ୟରେ ଖ୍ରୀଷ୍ଟଙ୍କ ସହିତ ସତ୍ୟତାରେ ସମ୍ମିଳିତ ହୁଅ”(ଦେଖ: [[rc://*/ta/man/translate/figs-idiom]]) # not having a righteousness of my own from the law ପାଉଲ ଜାଣନ୍ତି ଯେ ସେ ବ୍ୟବସ୍ଥା ପାଳନ ଦ୍ବାରା ଧାର୍ମିକ ହୋଇ ପାରିବେ ନାହିଁ I # but that which is through faith in Christ “ତାହା” ଶବ୍ଦ ଧାର୍ମିକତାକୁ ବୁଝାଏ I ପାଉଲ ଜାଣନ୍ତି ଯେ ସେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧାର୍ମିକ ହୋଇ ପାରିବେ I AT: “କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଧାର୍ମିକତା ପ୍ରାପ୍ତ ହୋଇ”