or_tn/php/03/08.md

1.7 KiB

In fact

ପ୍ରକୃତରେ କିମ୍ବା “ବାସ୍ତବରେ”

now I count

“ବର୍ତ୍ତମାନ” ଶବ୍ଦ ଗୁରୁତ୍ବାରୋପ କରେ ଯେ ସେ ଜଣେ ଫାରୂଶୀ ହେବା ପରିତ୍ୟାଗ କରିବା ଦିନଠାରୁ ଓ ଖ୍ରୀଷ୍ଟଙ୍କର ଜଣେ ବିଶ୍ବାସୀ ହେବା ଦିନ ପର୍ଯ୍ୟନ୍ତ ପାଉଲ କିପରି ପରିବର୍ତ୍ତନ ହୋଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ଯେ ମୁଁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଅଛି, ମୁଁ ଗଣନା କରୁଅଛି” (ଦେଖ: rc://*/ta/man/translate/figs-explicit)

I count all things to be loss

ପାଉଲ ଫିଲିପ୍ପୀୟ ୩:୭ଠାରୁ ବ୍ୟବସାୟିକ ରୂପକକୁ କହି ଚାଲିଛନ୍ତି, ଏହା କହନ୍ତି ଯେ ଖ୍ରୀଷ୍ଟଙ୍କ ବ୍ୟତିତ ଅନ୍ୟ କୌଣସିଠାରେ ଭରସା କରିବା ମୁଲ୍ୟହିନ ଅଟେ Iଅନ୍ୟ ଏକ ଅନୁବାଦରେ: “ମୁଁ ସମସ୍ତ ବିଷୟକୁ ମୂଲ୍ୟହୀନ ମନେ କରୁଅଛି”(ଦେଖ: rc://*/ta/man/translate/figs-metaphor)

because of the surpassing value of the knowledge of Christ Jesus my Lord

ଯେହେତୁ ଖ୍ରୀଷ୍ଟ ଯୀଶୁ ମୋହର ପ୍ରଭୁଙ୍କୁ ଜାଣିବା ଅଧିକ ବହୁମୂଲ୍ୟ ଅଟେ

so that I may gain Christ

ଯେପରି ମୁଁ କେବଳ ଖ୍ରୀଷ୍ଟଙ୍କୁ ପାଇ ପାରେ