or_tn/php/03/07.md

2.1 KiB

whatever things were a profit for me

ପାଉଲ ଜଣେ ଆଗ୍ରହୀ ଫାରୂଶୀ ହୋଇ ସେ ପ୍ରାପ୍ତ କରିଥିବା ପ୍ରଶଂସାକୁ ଏଠାରେ ଉଲ୍ଲେଖ କରୁଛନ୍ତି I ସେ ଏହି ପ୍ରଶଂସା ବିଷୟରେ କହନ୍ତି ଯେପରି ସେ ପୂର୍ବରୁ ଏହାକୁ ଜଣେ ବ୍ୟବସାୟୀର ଲାଭ ସ୍ବରୁପ ଦେଖିଥିଲେ I ଅନ୍ୟ ଏକ ଅନୁବାଦରେ: “ଯେଉଁସବୁ ବିଷୟ ନିମନ୍ତେ ଯିହୂଦୀମାନେ ମୋତେ ପ୍ରଶଂସା କରୁଥିଲେ”(ଦେଖ: rc://*/ta/man/translate/figs-metaphor)

profit ... loss

ଏସବୁ ସାଧାରଣ ବ୍ୟବସାୟିକ ଶବ୍ଦ ଅଟନ୍ତି I ଯଦି ତୁମ ସଂସ୍କୃତିରେ ଅନେକ ଲୋକ ପ୍ରଚଳିତ ବ୍ୟବସାୟିକ ଶବ୍ଦଗୁଡିକ ବୁଝି ପାରନ୍ତି ନାହିଁ, ତେବେ ତୁମେ ଏହି ଶବ୍ଦଗୁଡ଼ିକୁ “ମୋ ଜୀବନରେ ଉତ୍ତମ କରିଥିବା ବିଷୟ ଗୁଡିକ” ଓ “ଜୀବନକୁ ଅଧିକ ଖରାପ କରିଥିବା ବିଷୟ” ସ୍ବରୁପେ ଅନୁବାଦ କରି ପାରିବ I”

I have considered them as loss

ପାଉଲ ସେହି ପ୍ରଶଂସା ବିଷୟରେ କହନ୍ତି ଯେପରି ସେ ବର୍ତ୍ତମାନ ସେସବୁକୁ ଏକ ଲାଭ ପରିବର୍ତ୍ତେ ଏକ ବ୍ୟବସାୟିକ କ୍ଷତି ସ୍ବରୁପ ଦେଖୁଛନ୍ତି I ଅନ୍ୟ ଏକ ଅର୍ଥରେ, ପାଉଲ କହନ୍ତି ଯେ ଧାର୍ମିକତା ନିମନ୍ତେ ତାହାଙ୍କ ସମସ୍ତ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟକଳାପ ଖ୍ରୀଷ୍ଟଙ୍କ ସାକ୍ଷାତରେ ମୂଲ୍ୟହୀନ ଅଟେ I (ଦେଖ: rc://*/ta/man/translate/figs-metaphor)