24 lines
2.0 KiB
Markdown
24 lines
2.0 KiB
Markdown
# Connecting Statement:
|
|
|
|
ପୁରାତନ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଭୁଲାଇବାକୁ ଚେଷ୍ଟା କରୁଥିବା ଯିହୂଦୀମାନଙ୍କ ବିଷୟରେ ସହବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ, ପାଉଲ ବିଶ୍ବାସୀମାନଙ୍କୁ ସେ ତାଡନା କରୁଥିବା ସମୟର ଆପଣା ସାକ୍ଷ୍ୟ ପ୍ରଦାନ କରୁଛନ୍ତି I
|
|
|
|
# Finally, my brothers
|
|
|
|
ଅବଶେଷରେ, ହେ ମୋହର ଭାଇମାନେ କିମ୍ବା “ଅନ୍ୟ ବିଷୟବସ୍ତୁ ସମ୍ବନ୍ଧରେ, ହେ ମୋହର ଭାଇମାନେ”
|
|
|
|
# brothers
|
|
|
|
ଦେଖ ତୁମେ ଏହାକୁ କିପରି [ଫିଲିପ୍ପୀୟ ୧:୧୨](../01/12.md)ରେ ଅନୁବାଦ କରିଅଛ I
|
|
|
|
# rejoice in the Lord
|
|
|
|
ପ୍ରଭୁ ତୁମ୍ଭମାନଙ୍କ ସକାଶେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ଆନନ୍ଦ କର
|
|
|
|
# For me to write these same things again to you is no trouble for me
|
|
|
|
ପୁନର୍ବାର ଏହା ତୁମ୍ଭମାନଙ୍କ ନିକଟକୁ ଲେଖିବା ମୋ ନିମନ୍ତେ କ୍ଲାନ୍ତିଜନକ ବିଷୟ ନୁହେଁ
|
|
|
|
# and it keeps you safe
|
|
|
|
ଏଠାରେ “ଏହି ବିଷୟ” ପାଉଲଙ୍କ ଶିକ୍ଷାକୁ ବୁଝାଏ I ତୁମେ ପୂର୍ବ ବାକ୍ୟର ଶେଷରେ ଏହି ବିକଳ୍ପ ଅନୁବାଦକୁ ସଂଯୁକ୍ତ କରି ପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଏହି ଶିକ୍ଷାଗୁଡିକ ତୁମ୍ଭମାନଙ୍କୁ ସତ୍ୟ ଶିକ୍ଷା ଦେଉ ନଥିବା ଲୋକମାନଙ୍କଠାରୁ ସୁରକ୍ଷା କରିବ” (ଦେଖ: [[rc://*/ta/man/translate/figs-explicit]])
|