or_tn/php/03/01.md

2.0 KiB

Connecting Statement:

ପୁରାତନ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଭୁଲାଇବାକୁ ଚେଷ୍ଟା କରୁଥିବା ଯିହୂଦୀମାନଙ୍କ ବିଷୟରେ ସହବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ, ପାଉଲ ବିଶ୍ବାସୀମାନଙ୍କୁ ସେ ତାଡନା କରୁଥିବା ସମୟର ଆପଣା ସାକ୍ଷ୍ୟ ପ୍ରଦାନ କରୁଛନ୍ତି I

Finally, my brothers

ଅବଶେଷରେ, ହେ ମୋହର ଭାଇମାନେ କିମ୍ବା “ଅନ୍ୟ ବିଷୟବସ୍ତୁ ସମ୍ବନ୍ଧରେ, ହେ ମୋହର ଭାଇମାନେ”

brothers

ଦେଖ ତୁମେ ଏହାକୁ କିପରି ଫିଲିପ୍ପୀୟ ୧:୧୨ରେ ଅନୁବାଦ କରିଅଛ I

rejoice in the Lord

ପ୍ରଭୁ ତୁମ୍ଭମାନଙ୍କ ସକାଶେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ଆନନ୍ଦ କର

For me to write these same things again to you is no trouble for me

ପୁନର୍ବାର ଏହା ତୁମ୍ଭମାନଙ୍କ ନିକଟକୁ ଲେଖିବା ମୋ ନିମନ୍ତେ କ୍ଲାନ୍ତିଜନକ ବିଷୟ ନୁହେଁ

and it keeps you safe

ଏଠାରେ “ଏହି ବିଷୟ” ପାଉଲଙ୍କ ଶିକ୍ଷାକୁ ବୁଝାଏ I ତୁମେ ପୂର୍ବ ବାକ୍ୟର ଶେଷରେ ଏହି ବିକଳ୍ପ ଅନୁବାଦକୁ ସଂଯୁକ୍ତ କରି ପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଏହି ଶିକ୍ଷାଗୁଡିକ ତୁମ୍ଭମାନଙ୍କୁ ସତ୍ୟ ଶିକ୍ଷା ଦେଉ ନଥିବା ଲୋକମାନଙ୍କଠାରୁ ସୁରକ୍ଷା କରିବ” (ଦେଖ: rc://*/ta/man/translate/figs-explicit)