or_tn/php/02/16.md

20 lines
2.2 KiB
Markdown

# Hold on to the word of life
ଧରି ରଖିବା ଦୃଢ଼ଭାବେ ବିଶ୍ବାସ କରିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜୀବନର ବାକ୍ୟ ଦୃଢ଼ଭାବେ ବିଶ୍ବାସକରି ଲାଗି ରହିବା”(ଦେଖ: [[rc://*/ta/man/translate/figs-metaphor]])
# the word of life
ଜୀବନ ଆଣୁଥିବା ବାକ୍ୟ କିମ୍ବା “ଈଶ୍ବର ଚାହୁଁଥିବା ପରି ଜୀବନଯାପନ କରିବାକୁ ଦେଖାଉଥିବା ବାକ୍ୟ”
# on the day of Christ
ଏହା ଯୀଶୁ ଆପଣା ରାଜ୍ୟକୁ ଆଗମନ କରି ପୃଥିବୀ ଉପରେ ରାଜତ୍ବ କରିବା ସମୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଖ୍ରୀଷ୍ଟ ଆଗମନ କରନ୍ତି”
# I did not run in vain or labor in vain
ଏଠାରେ “ବୃଥାରେ ଦୌଡିବା” ଓ “ବୃଥାରେ ପରିଶ୍ରମ କରିବା” ଅର୍ଥ ସମାନ ଅଟେ I ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେ କେତେ ପରିଶ୍ରମ କରିଥିଲେ, ସେହି ବିଷୟର ଗୁରୁତ୍ବ ଦେବା ନିମନ୍ତେ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବୃଥାରେ ଏତେ ପରିଶ୍ରମ କରିନାହିଁ”(ଦେଖ: [[rc://*/ta/man/translate/figs-parallelism]])
# run
ଜୀବନଯାପନ କରିବା ବିଷୟକୁ ବୁଝାଇବା ନିମନ୍ତେ ଶାସ୍ତ୍ର ସର୍ବଦା ଜଣକର ଆଚରଣ କରିବାର ପ୍ରତିଛବିକୁ ବ୍ୟବହାର କରିଥାଏ I ତିବ୍ର ଭାବରେ ଦୌଡିବା, ଜୀବନଯାପନ କରିବା ଅଟେ I (ଦେଖ: [[rc://*/ta/man/translate/figs-metaphor]])