or_tn/php/02/16.md

2.2 KiB

Hold on to the word of life

ଧରି ରଖିବା ଦୃଢ଼ଭାବେ ବିଶ୍ବାସ କରିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜୀବନର ବାକ୍ୟ ଦୃଢ଼ଭାବେ ବିଶ୍ବାସକରି ଲାଗି ରହିବା”(ଦେଖ: rc://*/ta/man/translate/figs-metaphor)

the word of life

ଜୀବନ ଆଣୁଥିବା ବାକ୍ୟ କିମ୍ବା “ଈଶ୍ବର ଚାହୁଁଥିବା ପରି ଜୀବନଯାପନ କରିବାକୁ ଦେଖାଉଥିବା ବାକ୍ୟ”

on the day of Christ

ଏହା ଯୀଶୁ ଆପଣା ରାଜ୍ୟକୁ ଆଗମନ କରି ପୃଥିବୀ ଉପରେ ରାଜତ୍ବ କରିବା ସମୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଖ୍ରୀଷ୍ଟ ଆଗମନ କରନ୍ତି”

I did not run in vain or labor in vain

ଏଠାରେ “ବୃଥାରେ ଦୌଡିବା” ଓ “ବୃଥାରେ ପରିଶ୍ରମ କରିବା” ଅର୍ଥ ସମାନ ଅଟେ I ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେ କେତେ ପରିଶ୍ରମ କରିଥିଲେ, ସେହି ବିଷୟର ଗୁରୁତ୍ବ ଦେବା ନିମନ୍ତେ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବୃଥାରେ ଏତେ ପରିଶ୍ରମ କରିନାହିଁ”(ଦେଖ: rc://*/ta/man/translate/figs-parallelism)

run

ଜୀବନଯାପନ କରିବା ବିଷୟକୁ ବୁଝାଇବା ନିମନ୍ତେ ଶାସ୍ତ୍ର ସର୍ବଦା ଜଣକର ଆଚରଣ କରିବାର ପ୍ରତିଛବିକୁ ବ୍ୟବହାର କରିଥାଏ I ତିବ୍ର ଭାବରେ ଦୌଡିବା, ଜୀବନଯାପନ କରିବା ଅଟେ I (ଦେଖ: rc://*/ta/man/translate/figs-metaphor)