or_tn/php/02/12.md

24 lines
2.4 KiB
Markdown

# Connecting Statement:
ପାଉଲ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି ଓ ଅନ୍ୟମାନଙ୍କ ସାକ୍ଷାତରେ କିପରି ଖ୍ରୀଷ୍ଟିୟାନ ଜୀବନଯାପନ କରିବାକୁ ହେବ, ତାହା ଦେଖାଇ ଆପଣାର ଆଦର୍ଶ ସ୍ମରଣ କରାଉଛନ୍ତି I
# my beloved
ମୋହର ପ୍ରିୟ ସହବିଶ୍ବାସୀମାନେ
# in my presence
ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ସେଠାରେ ଥିଲି
# in my absence
ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ସେଠାରେ ନଥିଲି
# work out your own salvation with fear and trembling
ଗୁଣବାଚକ ବିଶେଷ୍ୟ “ପରିତ୍ରାଣ” ଈଶ୍ବର ଲୋକମାନଙ୍କୁ ପରିତ୍ରାଣ କରୁଥିବା ବିଷୟ ବାକ୍ୟାଂଶ ସହିତ ପ୍ରକାଶ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଭୟ ଓ କମ୍ପମାନ ସହ, ଈଶ୍ବର ପରିତ୍ରାଣ କରୁଥିବା ଲୋକମାନଙ୍କ ନିମନ୍ତେ ଯାହା ଉପଯୁକ୍ତ, ତାହା କରିବାକୁ କଠିନ ପରିଶ୍ରମ କର” କିମ୍ବା “ଈଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନ ସହିତ, ସେ ତୁମ୍ଭମାନଙ୍କୁ ପରିତ୍ରାଣ କରି ଅଛନ୍ତି ବୋଲି ସତ୍କର୍ମ କରିବା ନିମନ୍ତେ କଠିନ ପରିଶ୍ରମ କର” (ଦେଖ: [[rc://*/ta/man/translate/figs-abstractnouns]])
# with fear and trembling
ଲୋକମାନେ ଈଶ୍ବରଙ୍କ ପ୍ରତି କି ପ୍ରକାର ସମ୍ମାନର ମନୋଭାବ ରଖିବା ଉଚିତ, ତାହା ଦେଖାଇବାକୁ ଯାଇ ପାଉଲ “ଭୟ” ଓ “କମ୍ପ” ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଭୟର ସହିତ କମ୍ପିବା” କିମ୍ବା “ଗଭୀର ସମ୍ମାନର ସହିତ” (ଦେଖ: [[rc://*/ta/man/translate/figs-doublet]])