or_tn/php/02/12.md

2.4 KiB

Connecting Statement:

ପାଉଲ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି ଓ ଅନ୍ୟମାନଙ୍କ ସାକ୍ଷାତରେ କିପରି ଖ୍ରୀଷ୍ଟିୟାନ ଜୀବନଯାପନ କରିବାକୁ ହେବ, ତାହା ଦେଖାଇ ଆପଣାର ଆଦର୍ଶ ସ୍ମରଣ କରାଉଛନ୍ତି I

my beloved

ମୋହର ପ୍ରିୟ ସହବିଶ୍ବାସୀମାନେ

in my presence

ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ସେଠାରେ ଥିଲି

in my absence

ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ସେଠାରେ ନଥିଲି

work out your own salvation with fear and trembling

ଗୁଣବାଚକ ବିଶେଷ୍ୟ “ପରିତ୍ରାଣ” ଈଶ୍ବର ଲୋକମାନଙ୍କୁ ପରିତ୍ରାଣ କରୁଥିବା ବିଷୟ ବାକ୍ୟାଂଶ ସହିତ ପ୍ରକାଶ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଭୟ ଓ କମ୍ପମାନ ସହ, ଈଶ୍ବର ପରିତ୍ରାଣ କରୁଥିବା ଲୋକମାନଙ୍କ ନିମନ୍ତେ ଯାହା ଉପଯୁକ୍ତ, ତାହା କରିବାକୁ କଠିନ ପରିଶ୍ରମ କର” କିମ୍ବା “ଈଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନ ସହିତ, ସେ ତୁମ୍ଭମାନଙ୍କୁ ପରିତ୍ରାଣ କରି ଅଛନ୍ତି ବୋଲି ସତ୍କର୍ମ କରିବା ନିମନ୍ତେ କଠିନ ପରିଶ୍ରମ କର” (ଦେଖ: rc://*/ta/man/translate/figs-abstractnouns)

with fear and trembling

ଲୋକମାନେ ଈଶ୍ବରଙ୍କ ପ୍ରତି କି ପ୍ରକାର ସମ୍ମାନର ମନୋଭାବ ରଖିବା ଉଚିତ, ତାହା ଦେଖାଇବାକୁ ଯାଇ ପାଉଲ “ଭୟ” ଓ “କମ୍ପ” ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଭୟର ସହିତ କମ୍ପିବା” କିମ୍ବା “ଗଭୀର ସମ୍ମାନର ସହିତ” (ଦେଖ: rc://*/ta/man/translate/figs-doublet)