or_tn/php/02/06.md

8 lines
1.2 KiB
Markdown

# he existed in the form of God
ଈଶ୍ବରଙ୍କ ବିଷୟରେ ଯାହା ସତ୍ୟ ଅଟେ, ତାହାଙ୍କ ବିଷୟରେ ସତ୍ୟ ଅଟେ
# did not consider his equality with God as something to hold on to
ଏଠାରେ “ସମାନତା” ଶବ୍ଦ “ସମାନ ସ୍ଥିତି” ବା “ସମାନ ଗୌରବ”କୁ ବୁଝାଏ I ଈଶ୍ବରଙ୍କ ସହିତ ସମାନ ହୋଇ ଧରି ରଖିବା ବିଷୟ ଯାହା ଈଶ୍ବର ଯେପରି ଗୌରବାନ୍ବିତ ହୁଅନ୍ତି, ସେ ମଧ୍ୟ ସେପରି ଗୌରବାନ୍ବିତ ଅଟନ୍ତି I ଖ୍ରୀଷ୍ଟ ତାହା କଲେନାହିଁ I ଯଦିଓ ସେ ଇଶ୍ବର ହେବାରୁ ନିବୃତ୍ତ ହେଲେ ନାହିଁ, କିନ୍ତୁ ସେ ଈଶ୍ବରଙ୍କ ସଦୃଶ କାର୍ଯ୍ୟ କରିବାଠାରୁ ନିବୃତ୍ତ ହେଲେ I ଅନ୍ୟ ଏକ ଅନୁବାଦରେ: “ସେ ଈଶ୍ବର ରୂପୀ ସମାନ ପଦ ଧରି ରଖିବାକୁ ମନେ କଲେନାହି”(ଦେଖ: [[rc://*/ta/man/translate/figs-metaphor]])