or_tn/php/02/06.md

1.2 KiB

he existed in the form of God

ଈଶ୍ବରଙ୍କ ବିଷୟରେ ଯାହା ସତ୍ୟ ଅଟେ, ତାହାଙ୍କ ବିଷୟରେ ସତ୍ୟ ଅଟେ

did not consider his equality with God as something to hold on to

ଏଠାରେ “ସମାନତା” ଶବ୍ଦ “ସମାନ ସ୍ଥିତି” ବା “ସମାନ ଗୌରବ”କୁ ବୁଝାଏ I ଈଶ୍ବରଙ୍କ ସହିତ ସମାନ ହୋଇ ଧରି ରଖିବା ବିଷୟ ଯାହା ଈଶ୍ବର ଯେପରି ଗୌରବାନ୍ବିତ ହୁଅନ୍ତି, ସେ ମଧ୍ୟ ସେପରି ଗୌରବାନ୍ବିତ ଅଟନ୍ତି I ଖ୍ରୀଷ୍ଟ ତାହା କଲେନାହିଁ I ଯଦିଓ ସେ ଇଶ୍ବର ହେବାରୁ ନିବୃତ୍ତ ହେଲେ ନାହିଁ, କିନ୍ତୁ ସେ ଈଶ୍ବରଙ୍କ ସଦୃଶ କାର୍ଯ୍ୟ କରିବାଠାରୁ ନିବୃତ୍ତ ହେଲେ I ଅନ୍ୟ ଏକ ଅନୁବାଦରେ: “ସେ ଈଶ୍ବର ରୂପୀ ସମାନ ପଦ ଧରି ରଖିବାକୁ ମନେ କଲେନାହି”(ଦେଖ: rc://*/ta/man/translate/figs-metaphor)