or_tn/php/02/01.md

1.7 KiB

Connecting Statement:

ପାଉଲ ବିଶ୍ବାସୀମାନଙ୍କୁଏକତା ଓ ନମ୍ରତାକୁ ଧରି ରଖିବାକୁ ପରାମର୍ଶ ଦେଉଛନ୍ତି ଓ ସେମାନଙ୍କୁ ଖ୍ରୀଷ୍ଟଙ୍କ ଆଦର୍ଶ ସ୍ମରଣ କରାଉଛନ୍ତି I

If there is any encouragement in Christ

ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରିଛନ୍ତି କିମ୍ବା “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସକାଶୁ ଉତ୍ସାହିତ ହୋଇଅଛ”

if there is any comfort provided by love

“ପ୍ରେମରେ” ବାକ୍ୟାଂଶ ସମ୍ଭବତଃ ଫିଲିପ୍ପୀୟ ମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ପ୍ରେମକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ” କିମ୍ବା “ଯଦି ତୁମ୍ଭମାନଙ୍କ ପ୍ରତି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ”

if there is any fellowship in the Spirit

ଯଦି ତୁମ୍ଭମାନଙ୍କର ଆତ୍ମାଙ୍କ ସହିତ ସହଭାଗିତା ଅଛି

if there are any tender mercies and compassions

ଯଦି ତୁମ୍ଭେମାନେ ଈଶ୍ବରଙ୍କ ଅନେକ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଅନୁଭବ କରିଅଛ