# Connecting Statement: ପାଉଲ ବିଶ୍ବାସୀମାନଙ୍କୁଏକତା ଓ ନମ୍ରତାକୁ ଧରି ରଖିବାକୁ ପରାମର୍ଶ ଦେଉଛନ୍ତି ଓ ସେମାନଙ୍କୁ ଖ୍ରୀଷ୍ଟଙ୍କ ଆଦର୍ଶ ସ୍ମରଣ କରାଉଛନ୍ତି I # If there is any encouragement in Christ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରିଛନ୍ତି କିମ୍ବା “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସକାଶୁ ଉତ୍ସାହିତ ହୋଇଅଛ” # if there is any comfort provided by love “ପ୍ରେମରେ” ବାକ୍ୟାଂଶ ସମ୍ଭବତଃ ଫିଲିପ୍ପୀୟ ମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ପ୍ରେମକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ” କିମ୍ବା “ଯଦି ତୁମ୍ଭମାନଙ୍କ ପ୍ରତି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ” # if there is any fellowship in the Spirit ଯଦି ତୁମ୍ଭମାନଙ୍କର ଆତ୍ମାଙ୍କ ସହିତ ସହଭାଗିତା ଅଛି # if there are any tender mercies and compassions ଯଦି ତୁମ୍ଭେମାନେ ଈଶ୍ବରଙ୍କ ଅନେକ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଅନୁଭବ କରିଅଛ