or_tn/php/01/28.md

1.2 KiB
Raw Permalink Blame History

Do not be frightened in any respect

ଏହା ଫିଲିପ୍ପୀୟ ବିଶ୍ବାସୀମାନଙ୍କ ପ୍ରତି ଏକ ଆଜ୍ଞା ଅଟେ I ଯଦି ତୁମ ଭାଷାରେ ବହୁବାଚକ ଶୈଳୀର ଆଜ୍ଞା ଥାଏ ଏଠାରେ ତାହା ବ୍ୟବହାର କର I (ଦେଖ: rc://*/ta/man/translate/figs-you)

This is a sign to them of their destruction, but of your salvation—and this from God

ତୁମ୍ଭମାନଙ୍କ ସାହସ ସେମାନଙ୍କୁ ଦେଖାଇବ ଯେ ଈଶ୍ବର ସେମାନଙ୍କୁ ବିନାଶ କରିବେ I ଏହା ମଧ୍ୟ ତୁମ୍ଭମାନଙ୍କୁ ଦେଖାଇବ ଯେ ଈଶ୍ବର ତୁମ୍ଭମାନଙ୍କୁ ଉଦ୍ଧାର କରିବେ

and this from God

ଅତଏବ ଏହା ଈଶ୍ବରଙ୍କଠାରୁ ଅଟେ I “ଏହା” ଶବ୍ଦ ଉଲ୍ଲେଖ କରୁଥିବା ସମ୍ଭାବିତ ଅର୍ଥଗୁଡିକ ୧) ବିଶ୍ବାସୀମାନଙ୍କ ସାହସ କିମ୍ବା ) ଲକ୍ଷଣ କିଅବା ୩) ବିନାଶ ଓ ପରିତ୍ରାଣ I