1.2 KiB
1.2 KiB
Do not be frightened in any respect
ଏହା ଫିଲିପ୍ପୀୟ ବିଶ୍ବାସୀମାନଙ୍କ ପ୍ରତି ଏକ ଆଜ୍ଞା ଅଟେ I ଯଦି ତୁମ ଭାଷାରେ ବହୁବାଚକ ଶୈଳୀର ଆଜ୍ଞା ଥାଏ ଏଠାରେ ତାହା ବ୍ୟବହାର କର I (ଦେଖ: rc://*/ta/man/translate/figs-you)
This is a sign to them of their destruction, but of your salvation—and this from God
ତୁମ୍ଭମାନଙ୍କ ସାହସ ସେମାନଙ୍କୁ ଦେଖାଇବ ଯେ ଈଶ୍ବର ସେମାନଙ୍କୁ ବିନାଶ କରିବେ I ଏହା ମଧ୍ୟ ତୁମ୍ଭମାନଙ୍କୁ ଦେଖାଇବ ଯେ ଈଶ୍ବର ତୁମ୍ଭମାନଙ୍କୁ ଉଦ୍ଧାର କରିବେ
and this from God
ଅତଏବ ଏହା ଈଶ୍ବରଙ୍କଠାରୁ ଅଟେ I “ଏହା” ଶବ୍ଦ ଉଲ୍ଲେଖ କରୁଥିବା ସମ୍ଭାବିତ ଅର୍ଥଗୁଡିକ ୧) ବିଶ୍ବାସୀମାନଙ୍କ ସାହସ କିମ୍ବା ୨) ଲକ୍ଷଣ କିଅବା ୩) ବିନାଶ ଓ ପରିତ୍ରାଣ I