or_tn/php/01/27.md

1.4 KiB
Raw Permalink Blame History

that you are standing firm in one spirit, with one mind striving together for the faith of the gospel

“ଏକ ଆତ୍ମାରେ ସ୍ଥିର ରହିବା” ଓ “ଏକ ପ୍ରାଣରେ ଏକ ସଙ୍ଗରେ ଉଦ୍ୟମ କରିବା” ବାକ୍ୟାଂଶଗୁଡିକ ଏକାପରି ଅର୍ଥ ପ୍ରକାଶ କରନ୍ତି ଓ ଏକତାର ଗୁରୁତ୍ବକୁ ଜୋର୍ ଦିଅନ୍ତି I (ଦେଖ: rc://*/ta/man/translate/figs-parallelism)

with one mind striving together

ଏକ ଚିତ୍ତରେ ଏକତ୍ର ଉଦ୍ୟମ କରିବା I ପରସ୍ପର ସହିତ ଏକମତ ହେବା ବିଷୟକୁ ଏକମନା ହେବା ସଦୃଶ କୁହାଯାଏ I ଅନ୍ୟ ଏକ ଅନୁବାଦରେ: “ପରସ୍ପର ଏକମତ ହୋଇ ଏବଂ ଏକତ୍ର ଉଦ୍ୟମ କରିବା” (ଦେଖ: rc://*/ta/man/translate/figs-metaphor)

striving together

ଏକତ୍ର କଠିନ ପରିଶ୍ରମ କରିବା

for the faith of the gospel

ସମ୍ଭାବିତ ଅର୍ଥଗୁଡିକ ୧) “ସୁସମାଚାର ଉପରେ ଆଧାରିତ ବିଶ୍ବାସକୁ ପ୍ରସାର କରିବା” କିମ୍ବା ) “ସୁସମାଚାର ଶିକ୍ଷା ଦେଉଥିବା ପ୍ରକାରେ ବିଶ୍ବାସକରି ଜୀବନଯାପନ କରିବା”