# that you are standing firm in one spirit, with one mind striving together for the faith of the gospel “ଏକ ଆତ୍ମାରେ ସ୍ଥିର ରହିବା” ଓ “ଏକ ପ୍ରାଣରେ ଏକ ସଙ୍ଗରେ ଉଦ୍ୟମ କରିବା” ବାକ୍ୟାଂଶଗୁଡିକ ଏକାପରି ଅର୍ଥ ପ୍ରକାଶ କରନ୍ତି ଓ ଏକତାର ଗୁରୁତ୍ବକୁ ଜୋର୍ ଦିଅନ୍ତି I (ଦେଖ: [[rc://*/ta/man/translate/figs-parallelism]]) # with one mind striving together ଏକ ଚିତ୍ତରେ ଏକତ୍ର ଉଦ୍ୟମ କରିବା I ପରସ୍ପର ସହିତ ଏକମତ ହେବା ବିଷୟକୁ ଏକମନା ହେବା ସଦୃଶ କୁହାଯାଏ I ଅନ୍ୟ ଏକ ଅନୁବାଦରେ: “ପରସ୍ପର ଏକମତ ହୋଇ ଏବଂ ଏକତ୍ର ଉଦ୍ୟମ କରିବା” (ଦେଖ: [[rc://*/ta/man/translate/figs-metaphor]]) # striving together ଏକତ୍ର କଠିନ ପରିଶ୍ରମ କରିବା # for the faith of the gospel ସମ୍ଭାବିତ ଅର୍ଥଗୁଡିକ ୧) “ସୁସମାଚାର ଉପରେ ଆଧାରିତ ବିଶ୍ବାସକୁ ପ୍ରସାର କରିବା” କିମ୍ବା ୨) “ସୁସମାଚାର ଶିକ୍ଷା ଦେଉଥିବା ପ୍ରକାରେ ବିଶ୍ବାସକରି ଜୀବନଯାପନ କରିବା”