or_tn/php/01/19.md

1.5 KiB

this will result in my deliverance

ଯେହେତୁ ଲୋକେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛନ୍ତି, ଈଶ୍ବର ମୋତେ ଉଦ୍ଧାର କରିବେ

in my deliverance

ଏଠାରେ ଉଦ୍ଧାର ଏକ ଗୁଣବାଚକ ବିଶେଷ୍ୟ ଅଟେ ଯାହା ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିକୁ ନିରାପଦ ସ୍ଥାନକୁ ଆଣୁଥିବା ବିଷୟକୁ ବୁଝାଏ I ତୁମକୁ ହୁଏତ ନିଶ୍ଚିତ କରିବାକୁ ପଡିପାରେ ଯେ ଈଶ୍ବର କେବଳ ଜଣେ ଅଟନ୍ତି ଯାହାଙ୍କୁ ପାଉଲ ତାହାଙ୍କୁ ଉଦ୍ଧାର କରିବା ଆଶା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏକ ନିରାପଦ ସ୍ଥାନକୁ ମୋତେ ଅଣାଯିବା ନିମନ୍ତେ” କିମ୍ବା “ଈଶ୍ବର ମୋତେ ଏକ ନିରାପଦ ସ୍ଥାନକୁ ଆଣିବାରେ” (ଦେଖ: rc://*/ta/man/translate/figs-abstractnouns)

through your prayers and the help of the Spirit of Jesus Christ

ଯେହେତୁ ତୁମ୍ଭେମାନେ ପ୍ରାର୍ଥନା କରୁଅଛ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ମୋତେ ସାହାଯ୍ୟ କରୁଛିନ୍ତି

Spirit of Jesus Christ

ପବିତ୍ର ଆତ୍ମା