# this will result in my deliverance ଯେହେତୁ ଲୋକେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛନ୍ତି, ଈଶ୍ବର ମୋତେ ଉଦ୍ଧାର କରିବେ # in my deliverance ଏଠାରେ ଉଦ୍ଧାର ଏକ ଗୁଣବାଚକ ବିଶେଷ୍ୟ ଅଟେ ଯାହା ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିକୁ ନିରାପଦ ସ୍ଥାନକୁ ଆଣୁଥିବା ବିଷୟକୁ ବୁଝାଏ I ତୁମକୁ ହୁଏତ ନିଶ୍ଚିତ କରିବାକୁ ପଡିପାରେ ଯେ ଈଶ୍ବର କେବଳ ଜଣେ ଅଟନ୍ତି ଯାହାଙ୍କୁ ପାଉଲ ତାହାଙ୍କୁ ଉଦ୍ଧାର କରିବା ଆଶା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏକ ନିରାପଦ ସ୍ଥାନକୁ ମୋତେ ଅଣାଯିବା ନିମନ୍ତେ” କିମ୍ବା “ଈଶ୍ବର ମୋତେ ଏକ ନିରାପଦ ସ୍ଥାନକୁ ଆଣିବାରେ” (ଦେଖ: [[rc://*/ta/man/translate/figs-abstractnouns]]) # through your prayers and the help of the Spirit of Jesus Christ ଯେହେତୁ ତୁମ୍ଭେମାନେ ପ୍ରାର୍ଥନା କରୁଅଛ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ମୋତେ ସାହାଯ୍ୟ କରୁଛିନ୍ତି # Spirit of Jesus Christ ପବିତ୍ର ଆତ୍ମା