or_tn/php/01/07.md

904 B

It is right for me

ଏହା ମୋ ନିମନ୍ତେ ଉପଯୁକ୍ତ ଅଟେ କିମ୍ବା “ଏହା ମୋ ନିମନ୍ତେ ଉତ୍ତମ ଅଟେ”

I have you in my heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଆବେଗକୁ ବୁଝାଉଥିବା ଏକ ରୂପକ ଅଟେ I ଏହି ରୂଢ଼ି ନିବିଡ଼ ପ୍ରେମକୁ ପ୍ରକାଶ କରେ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ ବହୁତ ପ୍ରେମ କରେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-idiom]])

have been my partners in grace

ମୋ ସହିତ ଅନୁଗ୍ରହରେ ସହଭାଗୀ ହୋଇଅଛ କିମ୍ବା “ମୋ ସହିତ ଅନୁଗ୍ରହର ଅଂଶୀ ହୋଇଅଛ”