# It is right for me ଏହା ମୋ ନିମନ୍ତେ ଉପଯୁକ୍ତ ଅଟେ କିମ୍ବା “ଏହା ମୋ ନିମନ୍ତେ ଉତ୍ତମ ଅଟେ” # I have you in my heart ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଆବେଗକୁ ବୁଝାଉଥିବା ଏକ ରୂପକ ଅଟେ I ଏହି ରୂଢ଼ି ନିବିଡ଼ ପ୍ରେମକୁ ପ୍ରକାଶ କରେ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ ବହୁତ ପ୍ରେମ କରେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-idiom]]) # have been my partners in grace ମୋ ସହିତ ଅନୁଗ୍ରହରେ ସହଭାଗୀ ହୋଇଅଛ କିମ୍ବା “ମୋ ସହିତ ଅନୁଗ୍ରହର ଅଂଶୀ ହୋଇଅଛ”