or_tn/mrk/16/17.md

1.7 KiB
Raw Permalink Blame History

These signs will go with those who believe

ମାର୍କ ବିଶ୍ବାସୀମାନଙ୍କ ଦ୍ବାରା ଏହିସବୁ ଆଶ୍ଚର୍ଯ୍ୟକର୍ମ ଗୁଡିକ ହେବା ପ୍ରକାଶ କରନ୍ତି I ଅନ୍ୟଏକ ଅନୁବାଦରେ: “ଯେଉଁ ଲୋକମାନେ ବିଶ୍ବାସ କରୁଛନ୍ତି ସେମାନେ ଏହିସବୁ ଘଟଣା ଘଟିବାର ଦେଖିବେ ଓ ଜାଣିବେ ଯେ ମୁଁ ବିଶ୍ବାସୀମାନଙ୍କ ସହିତ ଅଛି” (ଦେଖ: rc://*/ta/man/translate/figs-personification)

In my name they

ସାମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଗୋଟିଏ ସାଧାରଣ ତାଲିକା ଦେଉଛନ୍ତି: “ମୋ ନାମରେ ସେମାନେ ଏହପରି କାର୍ଯ୍ୟଗୁଡିକ କରିବେ: ସେମାନେ” କିମ୍ବା ) ଯୀଶୁ ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ତାଲିକା ଦେଉଛନ୍ତି: “ସେହି ବିଷୟଗୁଡିକ ସେମାନେ ମୋ ନାମରେ କରିବେ: ସେମାନେ I”

In my name

ଏଠାରେ “ନାମ” ଯୀଶୁଙ୍କ ଅଧିକାର ଓ ପରାକ୍ରମକୁ ବୁଝାଏ I ଦେଖ କିପରି “ତୁମ୍ଭମାନଙ୍କ ନାମ” [ମାର୍କ ୯:୩୮] (../09/38.md)ରେ ଅନୁବାଦ ହୋଇଅଛି I ଅନ୍ୟଏକ ଅନୁବାଦରେ: “ମୋ ନାମର ଅଧିକାର ଦ୍ବାରା” କିମ୍ବା “ମୋ ନାମର ପରାକ୍ରମରେ” (ଦେଖ: rc://*/ta/man/translate/figs-metonymy)