or_tn/mrk/16/17.md

12 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# These signs will go with those who believe
ମାର୍କ ବିଶ୍ବାସୀମାନଙ୍କ ଦ୍ବାରା ଏହିସବୁ ଆଶ୍ଚର୍ଯ୍ୟକର୍ମ ଗୁଡିକ ହେବା ପ୍ରକାଶ କରନ୍ତି I ଅନ୍ୟଏକ ଅନୁବାଦରେ: “ଯେଉଁ ଲୋକମାନେ ବିଶ୍ବାସ କରୁଛନ୍ତି ସେମାନେ ଏହିସବୁ ଘଟଣା ଘଟିବାର ଦେଖିବେ ଓ ଜାଣିବେ ଯେ ମୁଁ ବିଶ୍ବାସୀମାନଙ୍କ ସହିତ ଅଛି” (ଦେଖ: [[rc://*/ta/man/translate/figs-personification]])
# In my name they
ସାମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଗୋଟିଏ ସାଧାରଣ ତାଲିକା ଦେଉଛନ୍ତି: “ମୋ ନାମରେ ସେମାନେ ଏହପରି କାର୍ଯ୍ୟଗୁଡିକ କରିବେ: ସେମାନେ” କିମ୍ବା ) ଯୀଶୁ ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ତାଲିକା ଦେଉଛନ୍ତି: “ସେହି ବିଷୟଗୁଡିକ ସେମାନେ ମୋ ନାମରେ କରିବେ: ସେମାନେ I”
# In my name
ଏଠାରେ “ନାମ” ଯୀଶୁଙ୍କ ଅଧିକାର ଓ ପରାକ୍ରମକୁ ବୁଝାଏ I ଦେଖ କିପରି “ତୁମ୍ଭମାନଙ୍କ ନାମ” [ମାର୍କ ୯:୩୮] (../09/38.md)ରେ ଅନୁବାଦ ହୋଇଅଛି I ଅନ୍ୟଏକ ଅନୁବାଦରେ: “ମୋ ନାମର ଅଧିକାର ଦ୍ବାରା” କିମ୍ବା “ମୋ ନାମର ପରାକ୍ରମରେ” (ଦେଖ: [[rc://*/ta/man/translate/figs-metonymy]])