or_tn/mrk/16/14.md

20 lines
1.9 KiB
Markdown

# Connecting Statement:
ଯେତେବେଳେ ଯୀଶୁ ଏଗାର ଜଣକୁ ଦେଖା ଦେଲେ, ସେ ସେମାନଙ୍କ ଅବିଶ୍ଵାସ ନିମନ୍ତେ ସେମାନଙ୍କ ଉପରେ ବିରକ୍ତ ହେଲେ ଓ କହିଲେ ସମୁଦାୟ ଜଗତକୁ ଯାଇ ସୁସମାଚାର ଘୋଷଣା କର I
# the eleven
ଯିହୁଦା ଚାଲିଯିବା ପରେ ଏଗାର ଜଣ ପ୍ରେରିତ ଅବଶିଷ୍ଟ ରହିଥିଲେ I
# they were reclining at the table
ଏହା ଭୋଜନ କରିବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ, ସାଧାରଣତଃ ଲୋକମାନେ ସେହି ସମୟରେ ଭୋଜନ କରନ୍ତି I ଅନ୍ୟଏକ ଅନୁବାଦରେ: ସେମାନେ ଭୋଜନ କରୁଥିବା ସମୟରେ“ (ଦେଖ: [[rc://*/ta/man/translate/figs-metonymy]])
# reclining
ଯୀଶୁଙ୍କ ସଂସ୍କୃତିରେ, ଯେତେବେଳେ ଲୋକମାନେ ଭୋଜନ କରିବାକୁ ଏକତ୍ର ହୁଅନ୍ତି, ସେମାନେ ସେମାନଙ୍କର ପାର୍ଶ୍ଵରେ ନଇଁ ପଡନ୍ତି, ସେମାନେ ନିଜକୁ ତକିଆ ଦ୍ବାରା ନିମ୍ନ ମେଜରୁ ଖାଦ୍ୟ ଗ୍ରହଣ କରନ୍ତି I
# hardness of heart
ଯୀଶୁ ସେମାନଙ୍କ ଅବିଶ୍ଵାସ ନିମନ୍ତେ ସେମାନଙ୍କ ଉପରେ ବିରକ୍ତ ହେଲେ I ଏହି ରୁଢିର ଭାଷାନ୍ତର ଏହା ବୁଝାଏ ଯେ ଶିଷ୍ୟମାନେ ଯୀଶୁଙ୍କୁ ବିଶ୍ବାସ କରୁ ନଥିଲେ I ଅନ୍ୟଏକ ଅନୁବାଦରେ: “ବିଶ୍ବାସକୁ ଅଗ୍ରାହ୍ୟ କଲେ” (ଦେଖ: [[rc://*/ta/man/translate/figs-idiom]])