or_tn/mrk/16/14.md

1.9 KiB

Connecting Statement:

ଯେତେବେଳେ ଯୀଶୁ ଏଗାର ଜଣକୁ ଦେଖା ଦେଲେ, ସେ ସେମାନଙ୍କ ଅବିଶ୍ଵାସ ନିମନ୍ତେ ସେମାନଙ୍କ ଉପରେ ବିରକ୍ତ ହେଲେ ଓ କହିଲେ ସମୁଦାୟ ଜଗତକୁ ଯାଇ ସୁସମାଚାର ଘୋଷଣା କର I

the eleven

ଯିହୁଦା ଚାଲିଯିବା ପରେ ଏଗାର ଜଣ ପ୍ରେରିତ ଅବଶିଷ୍ଟ ରହିଥିଲେ I

they were reclining at the table

ଏହା ଭୋଜନ କରିବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ, ସାଧାରଣତଃ ଲୋକମାନେ ସେହି ସମୟରେ ଭୋଜନ କରନ୍ତି I ଅନ୍ୟଏକ ଅନୁବାଦରେ: ସେମାନେ ଭୋଜନ କରୁଥିବା ସମୟରେ“ (ଦେଖ: rc://*/ta/man/translate/figs-metonymy)

reclining

ଯୀଶୁଙ୍କ ସଂସ୍କୃତିରେ, ଯେତେବେଳେ ଲୋକମାନେ ଭୋଜନ କରିବାକୁ ଏକତ୍ର ହୁଅନ୍ତି, ସେମାନେ ସେମାନଙ୍କର ପାର୍ଶ୍ଵରେ ନଇଁ ପଡନ୍ତି, ସେମାନେ ନିଜକୁ ତକିଆ ଦ୍ବାରା ନିମ୍ନ ମେଜରୁ ଖାଦ୍ୟ ଗ୍ରହଣ କରନ୍ତି I

hardness of heart

ଯୀଶୁ ସେମାନଙ୍କ ଅବିଶ୍ଵାସ ନିମନ୍ତେ ସେମାନଙ୍କ ଉପରେ ବିରକ୍ତ ହେଲେ I ଏହି ରୁଢିର ଭାଷାନ୍ତର ଏହା ବୁଝାଏ ଯେ ଶିଷ୍ୟମାନେ ଯୀଶୁଙ୍କୁ ବିଶ୍ବାସ କରୁ ନଥିଲେ I ଅନ୍ୟଏକ ଅନୁବାଦରେ: “ବିଶ୍ବାସକୁ ଅଗ୍ରାହ୍ୟ କଲେ” (ଦେଖ: rc://*/ta/man/translate/figs-idiom)