or_tn/mrk/15/46.md

16 lines
1.5 KiB
Markdown

# linen
ସୁକ୍ଷ୍ମ ବସ୍ତ୍ର ତନ୍ତୁରୁ ତିଆରି I ଦେଖ ତୁମେ ଏହାକୁ [ମାର୍କ ୧୪:୫୧] (../14/51.md)ରେ କିପରି ଅନୁବାଦ କରିଅଚ୍ଛ I
# He took him down ... Then he rolled a stone
ତୁମେ ହୁଏତ ଏହାକୁ ସ୍ପଷ୍ଟ କରିବା ଆବଶ୍ୟକ ଯେ ଯେତେବେଳେ ଯୋଶେଫ ଯୀଶୁଙ୍କ ମର ଶରୀର ସମାଧି ଦେବା ନିମନ୍ତେ ପ୍ରସ୍ତୁତ କରୁଥିବା ବେଳେ ସେ ହୁଏତ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିଥିବେ ଓ ସମାଧି ବନ୍ଦ କରିଥିବେ I ଅନ୍ୟଏକ ଅନୁବାଦରେ: ସେ ଓ ଅନ୍ୟମାନେ ତାହାଙ୍କୁ ଓହ୍ଲାଇଲେ ... ତାପରେ ସେମାନେ ଗୋଟିଏ ପ୍ରସ୍ତର ଗଡାଇ ଦେଲେ“ (ଦେଖ: [[rc://*/ta/man/translate/figs-metonymy]])
# a tomb that had been cut out of a rock
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁର୍ବରୁ ପାହାଡରେ ଖୋଳା ହୋଇ ରହିଥିବା ଅନ୍ୟକାହାର ସମାଧି” (ଦେଖ: [[rc://*/ta/man/translate/figs-activepassive]])
# a stone against
ଏହାର ସମ୍ମୁଖରେ ଗୋଟିଏ ବଡ଼ ପଥର