or_tn/mrk/15/46.md

1.5 KiB

linen

ସୁକ୍ଷ୍ମ ବସ୍ତ୍ର ତନ୍ତୁରୁ ତିଆରି I ଦେଖ ତୁମେ ଏହାକୁ [ମାର୍କ ୧୪:୫୧] (../14/51.md)ରେ କିପରି ଅନୁବାଦ କରିଅଚ୍ଛ I

He took him down ... Then he rolled a stone

ତୁମେ ହୁଏତ ଏହାକୁ ସ୍ପଷ୍ଟ କରିବା ଆବଶ୍ୟକ ଯେ ଯେତେବେଳେ ଯୋଶେଫ ଯୀଶୁଙ୍କ ମର ଶରୀର ସମାଧି ଦେବା ନିମନ୍ତେ ପ୍ରସ୍ତୁତ କରୁଥିବା ବେଳେ ସେ ହୁଏତ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିଥିବେ ଓ ସମାଧି ବନ୍ଦ କରିଥିବେ I ଅନ୍ୟଏକ ଅନୁବାଦରେ: ସେ ଓ ଅନ୍ୟମାନେ ତାହାଙ୍କୁ ଓହ୍ଲାଇଲେ ... ତାପରେ ସେମାନେ ଗୋଟିଏ ପ୍ରସ୍ତର ଗଡାଇ ଦେଲେ“ (ଦେଖ: rc://*/ta/man/translate/figs-metonymy)

a tomb that had been cut out of a rock

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁର୍ବରୁ ପାହାଡରେ ଖୋଳା ହୋଇ ରହିଥିବା ଅନ୍ୟକାହାର ସମାଧି” (ଦେଖ: rc://*/ta/man/translate/figs-activepassive)

a stone against

ଏହାର ସମ୍ମୁଖରେ ଗୋଟିଏ ବଡ଼ ପଥର