or_tn/mrk/15/42.md

715 B

Connecting Statement:

ହାରାମାଥିୟାର ଯୋଶେଫ ଯୀଶୁଙ୍କ ଶରୀର ପିଲାତଙ୍କୁ ମାଗିଲେ, ସେ ଖଣ୍ଡିଏ ସୁକ୍ଷ୍ମ ବସ୍ତ୍ର ଗୁଡାଇଲେ ଓ ସମାଧିରେ ରଖିଲେ I

evening had come

ଏଠାରେ ସଂଧ୍ୟା ବିଷୟରେ କୁହାଯାଇଛି ଯେପରି ଏହା ଗୋଟିଏ ସ୍ଥାନରୁ ଅନ୍ୟଏକ ସ୍ଥାନକୁ “ଆସେ” I ଅନ୍ୟଏକ ଅନୁବାଦରେ: “ସଂଧ୍ୟା ଆସିଲା” କିମ୍ବା “ସଂଧ୍ୟା ହେଲା” (ଦେଖ: rc://*/ta/man/translate/figs-metaphor)