or_tn/mrk/15/42.md

8 lines
715 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ହାରାମାଥିୟାର ଯୋଶେଫ ଯୀଶୁଙ୍କ ଶରୀର ପିଲାତଙ୍କୁ ମାଗିଲେ, ସେ ଖଣ୍ଡିଏ ସୁକ୍ଷ୍ମ ବସ୍ତ୍ର ଗୁଡାଇଲେ ଓ ସମାଧିରେ ରଖିଲେ I
# evening had come
ଏଠାରେ ସଂଧ୍ୟା ବିଷୟରେ କୁହାଯାଇଛି ଯେପରି ଏହା ଗୋଟିଏ ସ୍ଥାନରୁ ଅନ୍ୟଏକ ସ୍ଥାନକୁ “ଆସେ” I ଅନ୍ୟଏକ ଅନୁବାଦରେ: “ସଂଧ୍ୟା ଆସିଲା” କିମ୍ବା “ସଂଧ୍ୟା ହେଲା” (ଦେଖ: [[rc://*/ta/man/translate/figs-metaphor]])