or_tn/mrk/15/41.md

8 lines
996 B
Markdown

# When he was in Galilee they followed him ... with him to Jerusalem
ଯେତେବେଳେ ଯୀଶୁ ଗାଲିଲିରେ ଥିଲେ ସେହି ସ୍ତ୍ରୀଲୋକମାନେ ତାହାଙ୍କର ଅନୁଗମନ କଲେ ... ତାହାଙ୍କ ସହିତ ଯିରୁଶାଲମକୁ ଗଲେ I ଏହି ପ୍ରାରମ୍ଭିକ ସୁଚନା ସେହି ସ୍ତ୍ରୀମାନଙ୍କ ସମ୍ବନ୍ଧରେ ପ୍ରକାଶ କରେ ଯେଉଁମାନେ କୃଶାର୍ପିତକୁ ଦୁରରୁ ଥାଇ ଦେଖୁଥିଲେ I (ଦେଖ: [[rc://*/ta/man/translate/writing-background]])
# came up with him to Jerusalem
ଯିରୁଶାଲମ ଇସ୍ରାଏଲର ଯେକୌଣସି ସ୍ଥାନ ଅପେକ୍ଷା ଉଚ୍ଚରେ ଥିଲା, ଏଣୁ ଲୋକକଥାରେ ଲୋକମାନେ ଯିରୁଶାଲମକୁ ଯିବା ଆସିବା କଥା କହନ୍ତି I