or_tn/mrk/15/41.md

996 B

When he was in Galilee they followed him ... with him to Jerusalem

ଯେତେବେଳେ ଯୀଶୁ ଗାଲିଲିରେ ଥିଲେ ସେହି ସ୍ତ୍ରୀଲୋକମାନେ ତାହାଙ୍କର ଅନୁଗମନ କଲେ ... ତାହାଙ୍କ ସହିତ ଯିରୁଶାଲମକୁ ଗଲେ I ଏହି ପ୍ରାରମ୍ଭିକ ସୁଚନା ସେହି ସ୍ତ୍ରୀମାନଙ୍କ ସମ୍ବନ୍ଧରେ ପ୍ରକାଶ କରେ ଯେଉଁମାନେ କୃଶାର୍ପିତକୁ ଦୁରରୁ ଥାଇ ଦେଖୁଥିଲେ I (ଦେଖ: rc://*/ta/man/translate/writing-background)

came up with him to Jerusalem

ଯିରୁଶାଲମ ଇସ୍ରାଏଲର ଯେକୌଣସି ସ୍ଥାନ ଅପେକ୍ଷା ଉଚ୍ଚରେ ଥିଲା, ଏଣୁ ଲୋକକଥାରେ ଲୋକମାନେ ଯିରୁଶାଲମକୁ ଯିବା ଆସିବା କଥା କହନ୍ତି I