or_tn/mrk/15/40.md

20 lines
1.1 KiB
Markdown

# looked on from a distance
କେତେକେ ଦୁରରୁ ଦେଖୁଥିଲେ
# (the mother of James ... and of Joses)
ସେଥିମଧ୍ୟରୁ ଯାକୁବ ... ଓ ଯୋସୀଙ୍କ ମାତା I ଏହାକୁ ବିନା ବନ୍ଧନୀରେ ଲେଖାଯାଇ ପାରିବ I
# James the younger
ସାନ ଯାକୁବ I ଏହି ବ୍ୟକ୍ତି “ସାନ ଯାକୁବ” ଭାବେ ପରିଚିତ ହେଲେ ସମ୍ଭବତଃ ଅନ୍ୟ ବ୍ୟକ୍ତିର ମଧ୍ୟ ନାମ ଯାକୁବ ନାମଠାରୁ ଅଲଗା ଥିଲା I
# Joses
ଏହି ଯୋଶୀ ଯୀଶୁଙ୍କ ସାନ ଭାଇ ସଦୃଶ ଅଲଗା ବ୍ୟକ୍ତି ନଥିଲେ I ଦେଖ ତୁମେ ଏହାକୁ [ମାର୍କ ୬:୩] (../06/03.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: [[rc://*/ta/man/translate/translate-names]])
# Salome
ଶଲୋମୀ ଜଣେ ମହିଳାଙ୍କ ନାମ ଅଟେ I (ଦେଖ: [[rc://*/ta/man/translate/translate-names]])