or_tn/mrk/15/40.md

1.1 KiB

looked on from a distance

କେତେକେ ଦୁରରୁ ଦେଖୁଥିଲେ

(the mother of James ... and of Joses)

ସେଥିମଧ୍ୟରୁ ଯାକୁବ ... ଓ ଯୋସୀଙ୍କ ମାତା I ଏହାକୁ ବିନା ବନ୍ଧନୀରେ ଲେଖାଯାଇ ପାରିବ I

James the younger

ସାନ ଯାକୁବ I ଏହି ବ୍ୟକ୍ତି “ସାନ ଯାକୁବ” ଭାବେ ପରିଚିତ ହେଲେ ସମ୍ଭବତଃ ଅନ୍ୟ ବ୍ୟକ୍ତିର ମଧ୍ୟ ନାମ ଯାକୁବ ନାମଠାରୁ ଅଲଗା ଥିଲା I

Joses

ଏହି ଯୋଶୀ ଯୀଶୁଙ୍କ ସାନ ଭାଇ ସଦୃଶ ଅଲଗା ବ୍ୟକ୍ତି ନଥିଲେ I ଦେଖ ତୁମେ ଏହାକୁ [ମାର୍କ ୬:୩] (../06/03.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: rc://*/ta/man/translate/translate-names)

Salome

ଶଲୋମୀ ଜଣେ ମହିଳାଙ୍କ ନାମ ଅଟେ I (ଦେଖ: rc://*/ta/man/translate/translate-names)