or_tn/mrk/15/33.md

12 lines
1.0 KiB
Markdown

# Connecting Statement:
ବାରଘଣ୍ଟା ସମୟରେ ତିନିଘଣ୍ଟା ପର୍ଯ୍ୟନ୍ତ ହେଲା ଦେଶ ଯାକ ଅନ୍ଧକାର ଘୋଟିଗଲା, ଯେତେବେଳେ ଯୀଶୁ ଉଚ୍ଚ ସ୍ବରରେ ଡାକି କହିଲେ ଓ ମୃତ୍ୟୁବରଣ କଲେ I ଯେତେବେଳେ ଯୀଶୁ ମୃତ୍ୟୁବରଣ କଲେ, ମନ୍ଦିରର ବିଛେଦ ବସ୍ତ୍ର ତଳରୁ ଉପରକୁ ଚିରିଗଲା I
# the sixth hour
ଏହା ମଧ୍ୟାହ୍ନ ବା ୧୨ ଘଣ୍ଟାକୁ ବୁଝାଏ
# darkness came over the whole land
ଏଠାରେ ଲେଖକ ବାହାରେ ଅନ୍ଧକାର ହେବା ବର୍ଣନା କରୁଛନ୍ତି ଯେପରି ସମଗ୍ର ଦେଶରେ ଅନ୍ଧକାର ଘୋଟିଗଲା I ଅନ୍ୟଏକ ଅନୁବାଦରେ: “ଦେଶଯାକ ଅନ୍ଧକାର ହୋଇଗଲା” (ଦେଖ: [[rc://*/ta/man/translate/figs-metaphor]])