or_tn/mrk/15/33.md

1.0 KiB

Connecting Statement:

ବାରଘଣ୍ଟା ସମୟରେ ତିନିଘଣ୍ଟା ପର୍ଯ୍ୟନ୍ତ ହେଲା ଦେଶ ଯାକ ଅନ୍ଧକାର ଘୋଟିଗଲା, ଯେତେବେଳେ ଯୀଶୁ ଉଚ୍ଚ ସ୍ବରରେ ଡାକି କହିଲେ ଓ ମୃତ୍ୟୁବରଣ କଲେ I ଯେତେବେଳେ ଯୀଶୁ ମୃତ୍ୟୁବରଣ କଲେ, ମନ୍ଦିରର ବିଛେଦ ବସ୍ତ୍ର ତଳରୁ ଉପରକୁ ଚିରିଗଲା I

the sixth hour

ଏହା ମଧ୍ୟାହ୍ନ ବା ୧୨ ଘଣ୍ଟାକୁ ବୁଝାଏ

darkness came over the whole land

ଏଠାରେ ଲେଖକ ବାହାରେ ଅନ୍ଧକାର ହେବା ବର୍ଣନା କରୁଛନ୍ତି ଯେପରି ସମଗ୍ର ଦେଶରେ ଅନ୍ଧକାର ଘୋଟିଗଲା I ଅନ୍ୟଏକ ଅନୁବାଦରେ: “ଦେଶଯାକ ଅନ୍ଧକାର ହୋଇଗଲା” (ଦେଖ: rc://*/ta/man/translate/figs-metaphor)