or_tn/mrk/15/32.md

12 lines
1.0 KiB
Markdown

# Let the Christ, the King of Israel, come down
ନେତାମାନେ ବିଶ୍ବାସ କରୁ ନଥିଲେ ଯେ ଯୀଶୁ ହିଁ ଖ୍ରଷ୍ଟ ଅଟନ୍ତି, ଇସ୍ରାଏଲର ରାଜା I ଅନ୍ୟଏକ ଅନୁବାଦରେ: “ସେ ଆପଣାକୁ ଖ୍ରୀଷ୍ଟ ଓ ଇସ୍ରାଏଲର ରାଜା ବୋଲି କହୁଥିଲା I ଏଣୁ ଏହିକ୍ଷଣି ସେ କୃଶରୁ ଓହ୍ଲାଇ ଆସୁ” କିମ୍ବା “ଯଦି ସେ ପ୍ରକୃତରେ ଖ୍ରୀଷ୍ଟ ଓ ଇସ୍ରାଏଲର ରାଜା, ସେ ତଳକୁ ଓହ୍ଲାଇ ଆସୁ” (ଦେଖ: [[rc://*/ta/man/translate/figs-irony]])
# believe
ଏହାର ଅର୍ଥ ଯୀଶୁଙ୍କୁ ବିଶ୍ବାସ କରେ I ଅନ୍ୟଏକ ଅନୁବାଦରେ: “ତାହାଙ୍କଠାରେ ବିଶ୍ବାସ କର” (ଦେଖ: [[rc://*/ta/man/translate/figs-explicit]])
# taunted
ପରିହାସ, ଅପମାନ କଲେ