or_tn/mrk/15/32.md

1.0 KiB

Let the Christ, the King of Israel, come down

ନେତାମାନେ ବିଶ୍ବାସ କରୁ ନଥିଲେ ଯେ ଯୀଶୁ ହିଁ ଖ୍ରଷ୍ଟ ଅଟନ୍ତି, ଇସ୍ରାଏଲର ରାଜା I ଅନ୍ୟଏକ ଅନୁବାଦରେ: “ସେ ଆପଣାକୁ ଖ୍ରୀଷ୍ଟ ଓ ଇସ୍ରାଏଲର ରାଜା ବୋଲି କହୁଥିଲା I ଏଣୁ ଏହିକ୍ଷଣି ସେ କୃଶରୁ ଓହ୍ଲାଇ ଆସୁ” କିମ୍ବା “ଯଦି ସେ ପ୍ରକୃତରେ ଖ୍ରୀଷ୍ଟ ଓ ଇସ୍ରାଏଲର ରାଜା, ସେ ତଳକୁ ଓହ୍ଲାଇ ଆସୁ” (ଦେଖ: rc://*/ta/man/translate/figs-irony)

believe

ଏହାର ଅର୍ଥ ଯୀଶୁଙ୍କୁ ବିଶ୍ବାସ କରେ I ଅନ୍ୟଏକ ଅନୁବାଦରେ: “ତାହାଙ୍କଠାରେ ବିଶ୍ବାସ କର” (ଦେଖ: rc://*/ta/man/translate/figs-explicit)

taunted

ପରିହାସ, ଅପମାନ କଲେ