or_tn/mrk/15/29.md

1.1 KiB

shaking their heads

ଏହା ଲୋକାମାନଙ୍କର କାର୍ଯ୍ୟ ଦେଖାଇବା ନିମନ୍ତେ ଅଟେ ଯେ ସେମାନେ ଯୀଶୁଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ I

Aha!

ଏହା ବିସ୍ମୟାନ୍ବିତ ସୁଚକ ପରିହାସ I ତୁମ ଭାଷାରେ ଉପଯୁକ୍ତ ବିସ୍ମୟାସୁଚକ ଶବ୍ଦ ବ୍ୟବହାର କର I (ଦେଖ: rc://*/ta/man/translate/figs-exclamations)

You who would destroy the temple and rebuild it in three days

ଲୋକମାନେ ଯୀଶୁ ପୁର୍ବରୁ ଯେଉଁ ଭାବବାଣୀ କରିଥିଲେ ସେ କରି ପାରିବେ ତାହାକୁ ସୁଚିତ କରୁଥିଲେ I ଅନ୍ୟଏକ ଅନୁବାଦରେ: “ ଆପଣ କହିଥିଲେ ଏହି ମନ୍ଦିରକୁ ଭାଙ୍ଗିଦିଅ ମୁଁ ଏହାକୁ ତିନିଦିନରେ ନିର୍ମାଣ କରିବି” (ଦେଖ: rc://*/ta/man/translate/figs-explicit)