# shaking their heads ଏହା ଲୋକାମାନଙ୍କର କାର୍ଯ୍ୟ ଦେଖାଇବା ନିମନ୍ତେ ଅଟେ ଯେ ସେମାନେ ଯୀଶୁଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ I # Aha! ଏହା ବିସ୍ମୟାନ୍ବିତ ସୁଚକ ପରିହାସ I ତୁମ ଭାଷାରେ ଉପଯୁକ୍ତ ବିସ୍ମୟାସୁଚକ ଶବ୍ଦ ବ୍ୟବହାର କର I (ଦେଖ: [[rc://*/ta/man/translate/figs-exclamations]]) # You who would destroy the temple and rebuild it in three days ଲୋକମାନେ ଯୀଶୁ ପୁର୍ବରୁ ଯେଉଁ ଭାବବାଣୀ କରିଥିଲେ ସେ କରି ପାରିବେ ତାହାକୁ ସୁଚିତ କରୁଥିଲେ I ଅନ୍ୟଏକ ଅନୁବାଦରେ: “ ଆପଣ କହିଥିଲେ ଏହି ମନ୍ଦିରକୁ ଭାଙ୍ଗିଦିଅ ମୁଁ ଏହାକୁ ତିନିଦିନରେ ନିର୍ମାଣ କରିବି” (ଦେଖ: [[rc://*/ta/man/translate/figs-explicit]])