or_tn/mrk/15/11.md

1014 B

stirred up the crowd

ଲେଖକ ପ୍ରଧାନ ଯାଜକ ଉତ୍ତେଜିତ କରୁଥିବା ବିଷୟରେ କୁହନ୍ତି କିମ୍ବା ଲୋକସମୁହକୁ ବିନତୀ କରୁଥିଲେ ଯେପରି ଲୋକସମୁହ କିଛି ଏକ ପାତ୍ର ଥିଲେ ଯାହାଙ୍କୁ ସେମାନେ ମତାଇଲେ I ଅନ୍ୟଏକ ଅନୁବାଦରେ: “ଲୋକସମୁହକୁ ମତାଇଲେ” କିମ୍ବା “ଲୋକସମୁହକୁ ବିନତୀ କଲେ” (ଦେଖ: rc://*/ta/man/translate/figs-metaphor)

released instead

ସେମାନେ ଯୀଶୁଙ୍କ ପରିବର୍ତ୍ତେ ବାରବ୍ବାକୁ ମୁକ୍ତ କରିବା ନିମନ୍ତେ ବିନତୀ କଲେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ପରିବର୍ତ୍ତେ ମୁକ୍ତ କଲେ” (ଦେଖ: rc://*/ta/man/translate/figs-ellipsis)