or_tn/mrk/15/11.md

8 lines
1014 B
Markdown
Raw Permalink Normal View History

2020-11-19 00:15:53 +00:00
# stirred up the crowd
ଲେଖକ ପ୍ରଧାନ ଯାଜକ ଉତ୍ତେଜିତ କରୁଥିବା ବିଷୟରେ କୁହନ୍ତି କିମ୍ବା ଲୋକସମୁହକୁ ବିନତୀ କରୁଥିଲେ ଯେପରି ଲୋକସମୁହ କିଛି ଏକ ପାତ୍ର ଥିଲେ ଯାହାଙ୍କୁ ସେମାନେ ମତାଇଲେ I ଅନ୍ୟଏକ ଅନୁବାଦରେ: “ଲୋକସମୁହକୁ ମତାଇଲେ” କିମ୍ବା “ଲୋକସମୁହକୁ ବିନତୀ କଲେ” (ଦେଖ: [[rc://*/ta/man/translate/figs-metaphor]])
# released instead
ସେମାନେ ଯୀଶୁଙ୍କ ପରିବର୍ତ୍ତେ ବାରବ୍ବାକୁ ମୁକ୍ତ କରିବା ନିମନ୍ତେ ବିନତୀ କଲେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ପରିବର୍ତ୍ତେ ମୁକ୍ତ କଲେ” (ଦେଖ: [[rc://*/ta/man/translate/figs-ellipsis]])