or_tn/mrk/13/intro.md

12 lines
1.5 KiB
Markdown

# ମାର୍କ ୧୩ ସାଧାରଣ ସୁଚନା
## ଗଠନ ପ୍ରଣାଳୀ ଓ ଆକୃତି
I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୩:୨୪-୨୫ ପଦର କବିତା କ୍ଷେତ୍ରରେ ଏପରି କରିଛି, ଯେଉଁ ବାକ୍ୟଗୁଡିକ ପୁରାତନ ନିୟମରୁ ଅଟନ୍ତି I
## ଏହି ଅଧ୍ୟାୟରେ ବିଶେଷ ଧାରଣା
### ଖ୍ରୀଷ୍ଟଙ୍କ ଆଗମନ
ଯୀଶୁ ତାହାଙ୍କ ଆଗମନ ପୁର୍ବରୁ କେଉଁ ଘଟଣା ଗୁଡିକ ଘଟିବ ତାହା ([ମାର୍କ ୧୩:୬-୩୭](./୦୬.md))ରେ କହୁଛନ୍ତି I ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ଯେ ଏହି ପୃଥିବୀରେ ଭୟଙ୍କର ବିଷୟଗୁଡିକ ଘଟିବ ଓ ତାହାଙ୍କ ଆଗମନ ପୁର୍ବରୁ ସେମାନଙ୍କ ପ୍ରତି ମଧ୍ୟ ଭୟଙ୍କର ବିଷୟସବୁ ଘଟିବ, କିନ୍ତୁ ଯେକୌଣସି ସମୟରେ ତାହାଙ୍କ ଆଗମନ ପ୍ରତି ସେମାନେ ସାବଧାନ ରହିବା ଉଚିତ I