or_tn/mrk/13/intro.md

1.5 KiB

ମାର୍କ ୧୩ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୩:୨୪-୨୫ ପଦର କବିତା କ୍ଷେତ୍ରରେ ଏପରି କରିଛି, ଯେଉଁ ବାକ୍ୟଗୁଡିକ ପୁରାତନ ନିୟମରୁ ଅଟନ୍ତି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ଖ୍ରୀଷ୍ଟଙ୍କ ଆଗମନ

ଯୀଶୁ ତାହାଙ୍କ ଆଗମନ ପୁର୍ବରୁ କେଉଁ ଘଟଣା ଗୁଡିକ ଘଟିବ ତାହା (ମାର୍କ ୧୩:୬-୩୭)ରେ କହୁଛନ୍ତି I ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ଯେ ଏହି ପୃଥିବୀରେ ଭୟଙ୍କର ବିଷୟଗୁଡିକ ଘଟିବ ଓ ତାହାଙ୍କ ଆଗମନ ପୁର୍ବରୁ ସେମାନଙ୍କ ପ୍ରତି ମଧ୍ୟ ଭୟଙ୍କର ବିଷୟସବୁ ଘଟିବ, କିନ୍ତୁ ଯେକୌଣସି ସମୟରେ ତାହାଙ୍କ ଆଗମନ ପ୍ରତି ସେମାନେ ସାବଧାନ ରହିବା ଉଚିତ I