12 lines
1.1 KiB
Markdown
12 lines
1.1 KiB
Markdown
# Heaven and earth
|
|
|
|
ଏହି ଦୁଇଟିକୁ ଆକଶମଣ୍ଡଳରେ, ସୁର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର ଓ ଗ୍ରହଗୁଡିକୁ ଓ ପୃଥିବୀର ଚତୁଃଦିଗକୁ ଗୁରୁତ୍ବ ଦେବା ବୁଝାଏ I ଅନ୍ୟଏକ ଅନୁବାଦରେ: “ଆକାଶ, ପୃଥିବୀ ଓ ଏଥିରେ ଥିବା ପ୍ରତ୍ୟକ ବିଷୟ” (ଦେଖ: [[rc://*/ta/man/translate/figs-merism]])
|
|
|
|
# will pass away
|
|
|
|
ଲୋପ ପାଇବ I ଏଠାରେ ଏହି ବାକ୍ୟାଂଶ ଜଗତର ଶେଷ ବିଷୟକୁ ବୁଝାଏ I
|
|
|
|
# my words will never pass away
|
|
|
|
ଯୀଶୁ ଶବ୍ଦଗୁଡିକ ଯାହାର ଶକ୍ତି ଲୋପ ପାଇବ ନାହିଁ ଯେପରି ସେଗୁଡିକ ଶାରୀରିକ ମୃତ୍ୟୁ ନାହିଁ ସେହି ବିଷୟରେ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ମୋହର ବାକ୍ୟ କେବେ ଲୋପ ହେବ ନାହିଁ” (ଦେଖ: [[rc://*/ta/man/translate/figs-metaphor]])
|