or_tn/mrk/13/31.md

1.1 KiB

Heaven and earth

ଏହି ଦୁଇଟିକୁ ଆକଶମଣ୍ଡଳରେ, ସୁର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର ଓ ଗ୍ରହଗୁଡିକୁ ଓ ପୃଥିବୀର ଚତୁଃଦିଗକୁ ଗୁରୁତ୍ବ ଦେବା ବୁଝାଏ I ଅନ୍ୟଏକ ଅନୁବାଦରେ: “ଆକାଶ, ପୃଥିବୀ ଓ ଏଥିରେ ଥିବା ପ୍ରତ୍ୟକ ବିଷୟ” (ଦେଖ: rc://*/ta/man/translate/figs-merism)

will pass away

ଲୋପ ପାଇବ I ଏଠାରେ ଏହି ବାକ୍ୟାଂଶ ଜଗତର ଶେଷ ବିଷୟକୁ ବୁଝାଏ I

my words will never pass away

ଯୀଶୁ ଶବ୍ଦଗୁଡିକ ଯାହାର ଶକ୍ତି ଲୋପ ପାଇବ ନାହିଁ ଯେପରି ସେଗୁଡିକ ଶାରୀରିକ ମୃତ୍ୟୁ ନାହିଁ ସେହି ବିଷୟରେ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ମୋହର ବାକ୍ୟ କେବେ ଲୋପ ହେବ ନାହିଁ” (ଦେଖ: rc://*/ta/man/translate/figs-metaphor)