or_tn/mrk/13/29.md

779 B

these things

ଏହା କ୍ଲେଶର ଦିନଗୁଡିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏହି ବିଷୟରେ ମୁଁ ଆଗରୁ କହି ସାରିଛି” (ଦେଖ: rc://*/ta/man/translate/figs-explicit)

he is near

ମନୁଷ୍ୟ ପୁତ୍ର ନିକଟରେ ଅଛନ୍ତି

close to the gates

ଏହି ରୁଢିର ଅର୍ଥ ଯେ ସେ ବହୁତ ନିକଟରେ ଓ ପ୍ରାୟ ଆସି ଗଲେଣି, ଯେପରି ଜଣେ ଯାତ୍ରୀ ଦ୍ବାର ନିକଟରେ ଉପସ୍ଥିତ I ଅନ୍ୟଏକ ଅନୁବାଦରେ: “ପୁଣି ପ୍ରାୟ ସନ୍ନିକଟ” (ଦେଖ: rc://*/ta/man/translate/figs-idiom)