# these things ଏହା କ୍ଲେଶର ଦିନଗୁଡିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏହି ବିଷୟରେ ମୁଁ ଆଗରୁ କହି ସାରିଛି” (ଦେଖ: [[rc://*/ta/man/translate/figs-explicit]]) # he is near ମନୁଷ୍ୟ ପୁତ୍ର ନିକଟରେ ଅଛନ୍ତି # close to the gates ଏହି ରୁଢିର ଅର୍ଥ ଯେ ସେ ବହୁତ ନିକଟରେ ଓ ପ୍ରାୟ ଆସି ଗଲେଣି, ଯେପରି ଜଣେ ଯାତ୍ରୀ ଦ୍ବାର ନିକଟରେ ଉପସ୍ଥିତ I ଅନ୍ୟଏକ ଅନୁବାଦରେ: “ପୁଣି ପ୍ରାୟ ସନ୍ନିକଟ” (ଦେଖ: [[rc://*/ta/man/translate/figs-idiom]])